ଶ୍ରମିକଙ୍କୁ ନେଇ ଯାଉଥିବା ପିକ୍ଅପ୍‌ ଭ୍ୟାନ ଓଲଟି ୧୫ ଆହତ ,୫ ଗୁରୁତର

ତେନ୍ତୁଳିଖୁଣ୍ଟି : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି -ଇନ୍ଦ୍ରାବତୀ ରାସ୍ତାର କହ୍ନେଇମୁଣ୍ଡା ନିକଟରେ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ପିକଅପ ଭ୍ୟାନ ଓଲଟି ପଡ଼ି ୧୫ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ୫ ଜଣ ଗୁରୁତରଙ୍କ ମଧ୍ୟରୁ ୨

ଓଡ଼ିଶାରୁ ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ କାହାରିକୁ ସଂକ୍ରମିତ କରିନାହାନ୍ତି- ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା

ଭୁବନେଶ୍ବର: ରାଜ୍ୟରେ ବ୍ରିଟେନ ଭୂତାଣୁ ନେଇ ସୂଚନା ଜାରି କରିଛନ୍ତି ଆଇଅଲଏସ ନିର୍ଦ୍ଦେଶକ ଅଜୟ ପରିଡା। ଦେଶର ୧୦ଟି ଅନୁଷ୍ଠାନ ସିକ୍ୱେନ୍ସିଂ କରୁଥିଲେ। ୪ଟି ରାଜ୍ୟର ଆଇଏଲଏସ କରୁଥିଲେ। ୩ ଜଣ ୟୁକେ ଫେରନ୍ତା ଆସିଥିଲେ। ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା। ଡିସେମ୍ବର ମାସରେ

ବର୍ଷକରେ ନକଲି ନୋଟ୍‌ କାରବାର ୩ ଗୁଣ ବଢ଼ିଛି

ନୂଆଦିଲ୍ଲୀ: ଗତବର୍ଷ କରୋନା ମହାମାରୀ ସମୟରେ ଦେଶରେ ବହୁ ମାତ୍ରାରେ ନକଲି ନୋଟ୍‌ ଜବତ କରାଯାଇଥିଲା। ୨୦୨୦ରେ ହୋଇଥିବା ଏଭଳି କାରବାରରୁ ଜଣାପଡିଛି ଯେ, କରୋନା ମହାମାରୀ ସମୟରେ ହିଁ ଏହି ନକଲି ନୋଟ୍‌ କାରବାର କରୁଥିବା ଅପରାଧିମାନେ ଅଧିକ ସକ୍ରିୟ ହୋଇଉଠିଥିଲେ। ୨୦୨୦ରେ ଦେଶରେ ମୋଟ ୮

୨୮ରେ ରାଜ୍ଯର ବିଭିନ୍ନ ସ୍ଥାନରେ ପବନ ସାଙ୍ଗକୁ ଘଡ଼ଘଡ଼ି ଓ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟର ବିଭିନ୍ନ ସ୍ଥାନରେ ତାତି ଜାରି ରହିଛି। ଗୋଟିଏ ଦିନର ବ୍ୟବଧାନ ପରେ ପୁଣି ପାରଦ ଉପର ମୁହାଁ ହୋଇଛି। ଫଳରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ

ହୋଲି ପାଇଁ ଆଣ୍ଟି କରୋନା ପିଚକାରୀ

ସାରା ଦେଶରେ କରୋନାର ଦ୍ବିତୀୟ ଲହରୀକୁ ନେଇ ଦେଶବାସୀ ଚିନ୍ତାରେ ଥିବାବେଳେ ହୋଲିରେ ରଙ୍ଗ ଖେଳିବା ନେଇ ଦ୍ବନ୍ଦ୍ବରେ ଅଛନ୍ତି। ହେଲେ କଟକଣା ମଧ୍ୟରେ ଚଳିତବର୍ଷ ହୋଲି ଯେପରି ଫିକା ନ ପଡ଼ିଯାଏ, ସେନେଇ ବାରଣାସୀର ଜଣେ ଯୁବକ ଏକ ନିଆରା ପିଚକାରୀ ପ୍ରସ୍ତୁତ କରିଛନ୍ତି। ଅଶୋକ ଇନ୍‌ଷ୍ଟିଚ୍ୟୁଟ୍‌

ଆସନ୍ତାକାଲି ରାଉରକେଲା ଯିବେ ରାଷ୍ଟ୍ରପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସ୍ୱତନ୍ତ୍ର ବାୟୁସେନା ବିମାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି।ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଏୟାରପୋର୍ଟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ